This browser does not support the video element.
ପାଟଣାଗଡ: ସୁଭଦ୍ରା ଭବନରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ
Patnagarh, Balangir | Sep 25, 2025
ସ୍ଥାନୀୟ ବ୍ରହ୍ମପୁରା ସ୍ଥିତ ସୁଭଦ୍ରା ଭବନ ଠାରେ ସ୍ଥାନୀୟ ବ୍ଳକ ପ୍ରଶାସନ ପକ୍ଷରୁ ମହାତ୍ମାଗାନ୍ଧୀ ଜାତିୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କୁନେଇ ବ୍ଳକ ସ୍ତରିୟ ଜଣ ଶୁଣାଣୀ ଶିବିର ଗୁରୁବାର ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ ଉପଜିଲ୍ଲାପାଳ ସୁନିଲ୍ ମେହେର, ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଡ଼ିଓ ସୁମନ ମିଞ୍ଜ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏହି ଶିବିରରେ ଉକ୍ତ ବ୍ଳକରେ ପ୍ରଚାର ପ୍ରସାର ଅଭାବରୁ ମାତ୍ର ଚାରି ଜଣ ଶ୍ରମିକ ଯୋଗର ଦେଇଥିବାଲେ ବ୍ଳକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।