Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଡିଜିଟାଲ ଆରେଷ୍ଟ ଘଟଣାରେ ଜଣଙ୍କୁ ଗିରଫ ନେଇ VSS ନଗର ସାଇବର ଥାନାରେ ଡିସିପି ଙ୍କ ସାମ୍ବାଦିକ ସମ୍ମିଳନୀ

Bhubaneswar M Corp, Khordha | Aug 30, 2025
ଡିଜିଟାଲ ଆରେଷ୍ଟ କରି ଗୁଜୁରାଟ ରୁ ଗିରଫ ହେଲା ସାଇବର ଠକେଇ । ମ୍ୟାଟ୍ରିକ ଫେଲ ସାଇବର ଠକ୍ କୁ ଗୁଜୁରାଟ ଯାଇ ଗିରଫ କଳା ସାଇବର ଥାନା ପୋଲିସ। ସ୍କାଇପ ଜରିଆରେ ସାଇବର ଠକ୍ ମାନେ 6 ଲକ୍ଷ 94 ହଜାର ଟଙ୍କା ଠକେଇ କରି ନେଇଛନ୍ତି। ଗୁଜୁରାଟରୁ ଜଣେ ସାଇବର ଠକ ବିଶାଲ ରମେଶ ରାଜକୋଟ ଜିଲ୍ଲାର ଏହି ସାଇବର ଠକ୍ ଗିରଫ କରାଯାଇଛି । ଦୁଇ ଲକ୍ଷ ଟଙ୍କା ବ୍ୟାଙ୍କ୍ ଫ୍ରିଜ୍ କରିବାରେ ସଫଳ ହୋଇଛନ୍ତି । ସାଧାରଣ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି କି କୌଣସି ଏଭଳି ପୋଲିସ୍ କହି ଭିଡିଓ କଲ୍ ରେ ଭୟ ନ ହୋଇ ସାଇବର ଥାନା ରେ କେସ ଦିଅନ୍ତୁ ।
Read More News
T & CPrivacy PolicyContact Us