This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ମହୁଲପାଲି ଥାନା ଅଞ୍ଚଳରେ ଷ୍କର୍ମ ଘଟଣା, ସମ୍ବଲପୁର ପୋକ୍ସ କୋର୍ଟ ର ଐତିହାସିକ ରାୟ
Sambalpur M, Sambalpur | Aug 30, 2025
ମହୁଲପାଲି ଥାନା ଅଞ୍ଚଳରେ ଗତ 27.4.24 ରାତି 8.30 ସମୟରେ ଘଟିଥିବା ଦୁଷ୍କର୍ମ ଘଟଣାରେ ଆଜି ସମ୍ବଲପୁର ପୋକ୍ସ କୋର୍ଟ ର ଐତିହାସିକ ରାୟ l ଦୁଷ୍କର୍ମ କାରି ଅଭିଯୁକ୍ତକୁ 30 ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିବା ସହ 50 ହଜ଼ାର ଟଙ୍କା ଜରିମାନା କରିଛନ୍ତି l ଜରିମାନା ଅନାଦୟ ହେଲେ ଆଉ 1 ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ରାୟ ଦେଇଛନ୍ତି l ଗତ 27.4.24 ରେ ନିଜ ମାମୁଙ୍କ ବାହାଘର କୁ ପୀଡିତା ଆସିଥିଲେ l ଅଭିଯୁକ୍ତ ଜଣକ 27 ତାରିଖ ରାତି ପ୍ରାୟ 8.30 ସମୟରେ ପୀଡିତା କୁ ଲୋଭ ଦେଖାଇ ନିକଟସ୍ଥ ଜଙ୍ଗଲ କୁ ନେଇ ସେଠାରେ ଦୁଷ୍କର୍ମ କରିଥିଲା l ପରେ ଅଭିଯୁକ୍ତ ଅନିଲ ପୀଡ