Download Now Banner

This browser does not support the video element.

ତଲସରା: ମଚାମରା ଗ୍ରାମ ରେ ଦୁଇ ଘର ଭାଙ୍ଗିଲେ ବଣୁଆ ହାତୀ ପଲ

Talasara, Sundargarh | Aug 23, 2025
ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡ଼ଗାଁ ବ୍ଳକର ସାହାଜବାହାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମଚାମରା ଗ୍ରାମ ରେ ଦୁଇ ଘର ବଣୁଆ ହାତୀ ପଲ ଭାଙ୍ଗିଥିବା ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ ଯେ ଗତ ୩/୪ ଦିନ ହେଲା ବଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ କୁସୁମଡେଗୀ ଗ୍ରାମ ନିକଟସ୍ଥ ଜଙ୍ଗଲ ରେ ଏକ ୨୩ ଟିକିଆ ଝାରଖଣ୍ଡି ବଣୁଆ ହାତୀ ପଲ ରହିଥିବା ବେଳେ ଆଜି ବଡ଼ଗାଁ ବନ ବିଭାଗ ପକ୍ଷରୁ ଏହି ହାତୀ ପଲ କୁ ମହାବୀର ପାହାଡ଼ ତଳ ବିରତୁଲା ଗ୍ରାମ ନିକଟସ୍ଥ ଜଙ୍ଗଲ କୁ ଘଉଡାଇବା ରେ ସକ୍ଷମ ହୋଇଛି।
Read More News
T & CPrivacy PolicyContact Us