Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବୁର୍ଲା ଭିସୁଟ ଛାତ୍ର ମୃତ୍ଯୁ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି

Sambalpur M, Sambalpur | Sep 3, 2025
ବୁର୍ଲା ଭିସୁଟ ଛାତ୍ର ମୃତ୍ଯୁ ଘଟଣାରେ ସାମ୍ନାକୁ ଆସିଲା ସିସିଟିଭି | ପିସି ବ୍ରିଜ ବା ଘଟଣାସ୍ଥଳ ନିକଟରେ ଲାଗିଥିବା ପୋଲିସ ସିସିଟିଭିରେ ଛାତ୍ର ଅଂଜନେୟ ଦାସ ଚାଲି ଚାଲି ଯାଉଥିବାର ଦୃଶ୍ଯ କଏଦ ହୋଇଛି | ଅଂଜନେୟ ସେପ୍ଟେମ୍ବର ୧ ତାରିଖ ରାତ୍ରି ୯ଟା ୧୩ ମିନିଟିରେ ମୋବାଇଲରେ କଥା ହୋଇ ଚାଲି ଚାଲି ଯାଉଥିବାର ଦୃଶ୍ଯ ରେକର୍ଡ ହୋଇଛି | ତେବେ ଜଣେ ଝିଅ ସହ କଥା ହେଉଥିଲେ ବୋଲି ପୋଲିସ ଜାଣିବାକୁ ପାଇଛି |ତେବେ ସେ ଝିଅ କିଏ ଓ ଝିଅ ସହ କଥା ହେଲା ପରେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଏହି ସବୁକୁ ନେଇ ତଦନ୍ତ ଜାରି ରଖିଥିବା ନେଇ ଆଜି ରାତି 9 ଟା ରେ
Read More News
T & CPrivacy PolicyContact Us