Download Now Banner

This browser does not support the video element.

ଦେବଗଡ: ରିଆମାଳ ଥାନା ଖଜୁରୀଦର୍ହ ଗ୍ରାମ ଅଞ୍ଚଳରୁ ଏକ ମହୁଲ ଗଛରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର

Debagarh, Debagarh (Deogarh) | Aug 28, 2025
ମହୁଲ ଗଛରୁ ମହିଳାଙ୍କ ମୃତଦେହ ଉଦ୍ଧାର । ସୂଚନା ମୁତାବକ ଆଜି ପୂର୍ବାହ୍ନ 11 ଘଟିକା ସମୟରେ ରିଆମାଳ ଥାନା ଖଜୁରୀଦର୍ହ ଗ୍ରାମ ଅଞ୍ଚଳ ଏକ ମହଲ ଗଛରୁ ମହିଳାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ତେବେ ମୃତକ ଜଣଙ୍କ ହେଲେ ସୁକାନ୍ତି ସମର୍ଥା। ୫ ଦିନ ହେଲା ନିଖୋଜ ଥିଲେ ମହିଳା ମହିଳ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। ଟଣାସ୍ଥଳରେ ପୁଲିସର ତଦନ୍ତ ଜାରି ରହିଛି।
Read More News
T & CPrivacy PolicyContact Us