Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ମାରିଜୁଆନା ଜବତ, ପ୍ରେମୀ ଯୁଗଳଙ୍କୁ ବାନ୍ଧିଲା ପୋଲିସ
Bhubaneswar M Corp, Khordha | Aug 23, 2025
ରାଜଧାନୀରୁ ପୁଣି ମାରିଜୁଆନା ସିଜ୍ । ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦରରୁ ଧରାପଡିଲା ୪ କୋଟିର ମାରିଜୁଆନା । ବ୍ୟାଙ୍କକରୁ ଭୁବନେଶ୍ୱର ଚୋରା ଚାଲାଣ ବେଳେ ପ୍ରେମୀଯୁଗଳଙ୍କୁ ବାନ୍ଧିଲା କଷ୍ଟମ ବିଭାଗ । ଏହା ସହିତ ଉକ୍ତ ଯୁବକ ଓ ଯୁବତୀଙ୍କୁ ଜେରା କରୁଛି ପୋଲିସ । ଖବର ଅନୁଯାୟୀ, ଗତ କିଛି ମାସ ହେଲା ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାମବନ୍ଦରରୁ ଲଗାତର ଭାବେ ମାରିଜୁଆନା ଜବତ ହେଉଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!