Download Now Banner

This browser does not support the video element.

ସୁନ୍ଦରଗଡ ସହର: ସଦର ଥାନା ରଜ୍ୟରାଜ ପଥ -10 କିରେଇ ଛକରେ ଟ୍ରଲର ଧକ୍କାରେ ବାଇକ ଆରୋହୀ ଗୁରୁତର

Sundargarh Town, Sundargarh | Sep 30, 2025
ଆଜି ସେପ୍ଟେମ୍ୱର 30 ତାରିଖ ମଙ୍ଗଳବାର ଅପରାହ୍ନ 2 ଟା ପାଖାପାଖି ସମୟରେ ଘଟିଛି ଏହି ଦୁଃଖଦ ଘଟଣା। OD - 16 J - 4354 ନମ୍ବର ବିଶିଷ୍ଟ ଟ୍ରଲର ଧକ୍କାରେ OD - 16J - 6897 ବିଶିଷ୍ଟ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର ହୋଇ ସେ ଆମ୍ବୁଲାନ୍ସ ସାହାଯ୍ୟରେ ସୁନ୍ଦରଗଡ଼ ମେଡିକାଲ କଲେଜ ଆଣ୍ଡ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ତେବେ ତାଙ୍କର ଗୋଟିଏ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଚୁର ମାର ହୋଇଥିବା ଜଣା ପଡିଛି। ଅପରପକ୍ଷେ ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ସଦର ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ଉଭୟ ଗାଡ଼ିକୁ ଜବତ କରି ଥାନାକୁ
Read More News
T & CPrivacy PolicyContact Us