Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ମାଷ୍ଟର କି ରେ କରୁଥିଲେ ବାଇକ ଚୋରି, ବାଇକ ଚୋର କାବୁ କରି ପୋଲିସ ଜିମା ଦେଲେ ମାଲିକ

Bhubaneswar M Corp, Khordha | Sep 8, 2025
ମାଷ୍ଟର କି ରେ କରୁଥିଲେ ବାଇକ ଚୋରି, ବାଇକ ଚୋର କାବୁ କରି ପୋଲିସ ଜିମା ଦେଲେ ମାଲିକ | ଆଜି 4.32ରେ ଖଣ୍ଡଗିରି ଅଞ୍ଚଳରେ ମାଷ୍ଟର କୀ ରେ କରୁଥିଲେ ବାଇକ୍ ଚୋରି। ନିଜର କହି ମାଷ୍ଟର କୀ ରେ ଖୋଲିଦେଲେ ଏକାଧିକ ବାଇକ୍। ବାଇକ୍ ମାଲିକ ଆସି କାବୁ କଲେ ବାଇକ୍ ଚୋରକୁ। ଦୋକାନ ଆଗରୁ ବାଇକ୍ ଚୋରି ବେଳେ ମାଡ଼ି ବସିଲେ ବାଇକ୍ ମାଲିକ। ଚୋରକୁ ଧରି ପିଷିଆର ଜିମା ଦେଲେ ଲୋକେ। ସିସିଟିଭିରେ ବାଇକ୍ ଚୋରି ସମୟର ଦୃଶ୍ୟ କଏଦ। ଅଟକ ଚୋରକୁ ପଚରାଉଚରା କରୁଛି ଖଣ୍ଡଗିରି ଥାନା ପୋଲିସ।
Read More News
T & CPrivacy PolicyContact Us