This browser does not support the video element.
ପାରଳାଖେମୁଣ୍ଡି: ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅସଂଗଲା ଗ୍ରାମବାସୀ।
#jansamasya
Paralakhemundi, Gajapati | Sep 1, 2025
ଗ୍ରାମରେ ରାସ୍ତା ନିର୍ମାଣ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅସଂଗଲା ଗ୍ରାମବାସୀ। ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାର୍ଲବା ଗ୍ରାମ ପଞ୍ଚାୟତର ଅସଂଗଲା ଗ୍ରାମକୁ ରାସ୍ତା କରିବା ନେଇ ଆଜି ଗୋଟିଏ ବେଳେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। ମାର୍ଲବା ଗ୍ରାମ ଠାରୁ ଅସଂଗଲା ଗ୍ରାମକୁ ପ୍ରାୟ ଆଠ କିଲୋମିଟର ରାସ୍ତାଟି ଦୟନୀୟ ଅବସ୍ଥାରେ ରହିଛି। ଏପରିକି ଏହି ରାସ୍ତାକୁ ନେଇ ବାରମ୍ବାର ସରପଞ୍ଚଙ୍କ ସହ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କୁ ଲିଖିତ ଅନୁରୋଧ କରିଥିଲେ ହେଁ ଆଜି ଯାଏ ତାହା କାର୍ଯ୍ୟକାରୀ ହୋଇ ପାରି ନାହିଁ। ଗ୍ରାମ୍ୟ ଉନ୍ନୟନ ସହଳ ଯୋଜନା ବ