Download Now Banner

This browser does not support the video element.

ବଡସାହି: ଆମ୍ବଯୋଡା ଗ୍ରାମରେ ତାଲାଭାଙ୍ଗି ବିଏସଏନଏଲ ଟାୱାରରେ ଲାଗିଥିବା ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ୨୪ଟି ବ୍ୟାଟେରୀ ଚୋରି ଘଟଣାରେ ମାମଲା ରୁଜୁ

Barsahi, Mayurbhanj | Aug 23, 2025
ବେତନଟୀ ଉପକଣ୍ଠ ଆମ୍ବଯୋଡା ଗ୍ରାମରେ ଥିବା ବିଏସଏନଏଲ ଟାୱାରରୁ ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ବ୍ୟାଟେରୀ ଚୋରି ଘଟଣାରେ ଶନିବାର ରାତି ଦଶଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ଏତଲାକାରୀ ଲମ୍ବୋଦର ସାହୁଙ୍କ ଅଭିଯୋଗ ମୁତାବକ କିଛି ଦୁର୍ବୁତ୍ତ ଫାଟକ ଏବଂ ବିଏସଏନଏଲ ଟାୱାର କଣ୍ଟ୍ରୋଲ ରୁମର ତାଲା ଭାଙ୍ଗି ସେଥିରେ ଲାଗିଥିବା ଲକ୍ଷାଧିକ ଟଙ୍କାର ୨୪ଟି ମୂଲ୍ୟବାନ ବ୍ୟାଟେରୀ ଚୋରିକରି ନେଇଛନ୍ତି l
Read More News
T & CPrivacy PolicyContact Us