Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: GST ଆସିଷ୍ଟାଣ୍ଟ କମିଶନର ସରିତା ବାରିକ ଙ୍କୁ ଭିଜିଲାନ୍ସ ଧରିବା ଘଟଣା, ୟୁନିଟ 4 ଘରୁ ନଗଦ 1ଲକ୍ଷ 45ହଜାର ଟଙ୍କା ଜବତ

Bhubaneswar M Corp, Khordha | Aug 27, 2025
GST ଆସିଷ୍ଟାଣ୍ଟ କମିଶନର ସରିତା ବାରିକ ଙ୍କୁ ଭିଜିଲାନ୍ସ ଧରିବା ଘଟଣା, ୟୁନିଟ 4 ଘରୁ ନଗଦ 1ଲକ୍ଷ 45ହଜାର ଟଙ୍କା ଜବତ | GST ଆସିଷ୍ଟାଣ୍ଟ କମିଶନର ସରିତା ବାରିକ ଙ୍କୁ ଭିଜିଲାନ୍ସ ଧରିବା ଘଟଣା। ସରିତାଙ୍କ ୟୁନିଟ-4 ଘରୁ ଆଜି 8.32ରେ 1ଲକ୍ଷ 45ହଜାର ଟଙ୍କା ନଗଦ, 222ଗ୍ରାମ ସୁନା, 60ଲକ୍ଷ ଟଙ୍କାର ଡିପୋଜିଟ ଠାଵ | ଅଳଙ୍କାର ଓ ଭୁବନେଶ୍ବରରେ ପ୍ରପର୍ଟି କିଣା ବିକାର ରସିଦ ଜବତ୍ କରିଛି ଭିଜିଲାନ୍ସ। ଗତକାଲି 25ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କାବୁ କରିଥିଲା ଭିଜିଲାନ୍ସ।
Read More News
T & CPrivacy PolicyContact Us