Download Now Banner

This browser does not support the video element.

ବୌଦ୍ଧ ସଦର: ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତରେ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ, ଏକ ପେଡ ମା କେ ନାମ କାର୍ଯ୍ୟକ୍ରମର ସମୀକ୍ଷା

Baudh Sadar, Boudh (Bauda) | Sep 11, 2025
ଗୁରୁବାର ଅପରାନ୍ହରେ ବୌଦ୍ଧ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ l ଶ୍ରୀ ନାୟକ ବୌଦ୍ଧ ବ୍ଲକର ଲକ୍ଷ୍ମୀ ପ୍ରସାଦ, ତେଲିବନ୍ଧ, ବହିରା, ଗୋଛାପଡା, ଗୁନ୍ଦୁଲିଆ, ଶଗଡା ଆଦି ବିଭିନ୍ନ ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ପାଇଁ ଚାଲିଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ | ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ l
Read More News
T & CPrivacy PolicyContact Us