This browser does not support the video element.
ପୁରୀ ମ୍ୟୁନିସିପାଲଟି: ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ "ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା ଅନୁଷ୍ଠିତ l
Puri M, Puri | Aug 22, 2025
*ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ "ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା" ସାମନ୍ତ ଚନ୍ଦ୍ରଶେଖର ସ୍ଵୟଂଶାସିତ ମହାବିଦ୍ୟାଳୟର ବି.ବି.ଏ., ଏମ୍.ବି.ଏ. ଏବଂ ଏମ୍.କମ୍. (ଫାଇନାନ୍ସ ଓ କଣ୍ଟ୍ରୋଲ) ବିଭାଗରେ "Business Network International (BNI) Foundation" Puri Chapter ସହଯୋଗୀତାରେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ପାଇଁ ଏକ "ଭବିଷ୍ୟତ ଉଦ୍ୟୋଗୀ କର୍ମଶାଳା" ଅନୁଷ୍ଠିତ ହୋଇଯାଇଛି। ଆଜି ଦିନ 12 ସମୟରେ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଚିତ୍ତରଞ୍ଜନ ଦ୍ୱିବେଦୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l