Download Now Banner

This browser does not support the video element.

ଲାଞ୍ଜିଗଡ: ଜୟପାଟଣା ବତାସୀଗୁଡା ଭୈରବ ମଣ୍ଡପ ଠାରେ ପଲସ ଆଞ୍ଚଳିକ ଭତରା ସମାଜ ପକ୍ଷରୁ ନୁଆ ଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Lanjigarh, Kalahandi | Sep 5, 2025
ଶୁକ୍ରବାର ଜୟପାଟଣା ବ୍ଲକ୍ ବତାସୀଗୁଡା ଭୈରବ ମଣ୍ଡପ ଠାରେ ନୁଆ ଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଚି। ପ୍ଲସ ଆଞ୍ଚଳିକ ଭତରା ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭତରା ସମାଜର ଜିଲ୍ଲା ସଭାପତି କପିଳାସ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us