This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ଅବକାରୀ ବିଭାଗ ପକ୍ଷରୁ ଧନୁପାଲି ରୁ ଗଞ୍ଜେଇ ସହିତ ଏକ କାର ଜବତ, 3 ଗିରଫ
Sambalpur M, Sambalpur | Sep 6, 2025
ଅବକାରୀ ବିଭାଗ ପକ୍ଷରୁ ଚେକିଂ ସମୟରେ ବିପୁଳ ଗଞ୍ଜେଇ ସହିତ ଏକ କାରକୁ ଧରାଯାଇଛି । ବିଭାଗୀୟ ସୁଚନା ଅନୁଯାୟୀ, ଧନୁପାଲି ଛକ ନିକଟରେ ଚେକିଂ ସମୟରେ ସନ୍ଦିଗ୍ଧ ଅବସ୍ଥାରେ ଏକ କାରକୁ ଅଟକାଇ ଚେକିଂ ସମୟରେ ଉକ୍ତ କାରରେ ଲୁକ୍କାୟିତ ଭାବରେ ରଖାଯାଇଥିବା ୫୦ କେଜି ୩ ଶହ ଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା । ଉକ୍ତ କାରକୁ ଧମା ଅଞ୍ଚଳରୁ ପିଛା କରି ଧନୁପାଲି ଛକ ନିକଟରେ ଅବକାରୀ ବିଭାଗ ଧରିଥିଲା । ଗଞ୍ଜେଇ ଗୁଡିକ ଝାରସୁଗୁଡା ଅଞ୍ଚଳକୁ ଚାଲାଣ ହେଉଥିବା ବେଳେ ଅବୈଧ୍ୟ ଗଞ୍ଜେଇ ଚାଲାଣ ଅଭିଯୋଗରେ ସମ୍ବଲପୁର ଜିଲାର ସୁଶାନ୍ତ କୁମାର ନାଏକ ବୌଦ୍ଧ ଜିଲା ନିବାସୀ ଗଙ୍ଗାଧର ସିଂହ ଏବଂ ସାନିତ