Download Now Banner

This browser does not support the video element.

ବୌଦ୍ଧ ସଦର: ହରେକୃଷ୍ଣପୁର ଆଶ୍ରମ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ରଙ୍କ ଆକ୍ରମଣ ଘଟଣାର ତଦନ୍ତ କଲା ପ୍ରଶାସନ

Baudh Sadar, Boudh (Bauda) | Sep 9, 2025
ମଙ୍ଗଳବାର ଦିନ ହରଭଙ୍ଗା ବ୍ଲକ ହରେକୃଷ୍ଣପୁର ଗୋପବ୍ବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଦଶମ ଶ୍ରେଣୀ ଛାତ୍ରର ଆକ୍ରମଣ ଘଟଣାର ତଦନ୍ତ କରିଛନ୍ତି ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ଅନୁସୂଚିତ ଜାତି ଓ ଜନ ଜାତି କଲ୍ୟାଣ ବିଭାଗ ପରିଚାଳିତ ବିଦ୍ୟାଳୟର ହଷ୍ଟେଲରେ ରହି ପାଠ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରକୁ ଜଣେ ଦଶମ ଶ୍ରେଣୀ ଛାତ୍ର ଆକ୍ରମଣ କରିଥିଲା l ଉକ୍ତ ଘଟଣା ସମ୍ପର୍କରେ ପ୍ରଶାସନର ତଦନ୍ତ ଆରମ୍ଭ ହୋଇଛି |
Read More News
T & CPrivacy PolicyContact Us