This browser does not support the video element.
କାକଟପୁର: ଅସ୍ତରଙ୍ଗଥାନା ବଡ଼ ସିରେଇ ଗ୍ରାମରେ ସକାଳୁ ୨୭ବର୍ଷୀୟ ଯୁବକ ବୁଦ୍ଧେଶ୍ୱର ପ୍ରଧାନ ଙ୍କ ମୃତ୍ୟୁ ଦେହ ଉଦ୍ଧାର, ହତ୍ୟା ନାଁ ଆତ୍ମହତ୍ୟା
Kakatpur, Puri | Sep 4, 2025
ସନ୍ଦେହ ଘେରରେ ଯୁବକ ଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର :-ମୃତ୍ୟୁ ପଛରେ କ'ଣ ରହିଛି ରହସ୍ୟ, କେବେ ହେବ ଉନ୍ମୋଚନ ? :-କାହିଁକି ମାଉସୀ ଘର ନିକଟରେ ଝୁଲି ପଡିଲେ ଯୁବକ :-ଶରୀର ରେ ହୋଇଥିବା ଦାଗ କଣ ? ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରୀ କାକଟପୁର/ଅସ୍ତରଙ୍ଗ:-୦୪/୦୯:-ଝୁଲନ୍ତା ଅବସ୍ଥାରେ ୨୬ବର୍ଷୀୟ ଯୁବକ ଙ୍କ ମୃତଦେହ ଉଦ୍ଧାର। କିପରି ହେଲା ମୃତ୍ୟୁ। ପୋଲିସ ପହଂଚିବା ପୂର୍ବରୁ ଭଣ୍ଡାଗଛ ରୁ କିଏ କାହିଁକି ଖୋଲିଲେ ମୃତଦେହ ? ବିଭିନ୍ନ ଦିଗକୁ ନେଇ ପୋଲିସ ଓ ସାଇଣ୍ଟିଫିକ ଟିମ୍ ର ତଦନ୍ତ ଜାରୀ ରହିଥିବା ବେଳେ ବୁଦ୍ଧେଶ୍ୱର ଙ୍କ ମୃତ୍ୟୁ ହତ୍ୟା ନାଁ ଆତ୍ମ ହତ୍ୟା। ନାଁ ମୃତ୍ୟୁ ପ