This browser does not support the video element.
କାମାକ୍ଷାନଗର: କାମାକ୍ଷାନଗର ସାରଂଗଧର ପ୍ରେକ୍ଷାଳୟରେ ଗୁରୁବାର ୧ଟାରେ ଜିଲା ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଉପସ୍ଥିତ ରହିଲେ ମନ୍ତ୍ରୀ
Kamakshyanagar, Dhenkanal | Sep 4, 2025
କାମାକ୍ଷାନଗର ସାରଂଗଧର ପ୍ରେକ୍ଷାଳୟରେ ଗୁରୁବାର ୧ଟାରେ ଜିଲା ସ୍ତରୀୟ ନିର୍ମାଣ ଶ୍ରମିକଙ୍କୁ ସହାୟତା ବଣ୍ଟନ ଉପସ୍ଥିତ ରହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।ଢେଙ୍କାନାଳ ଜିଲା ସ୍ତରୀୟ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଗୁରୁବାର କାମାକ୍ଷାନଗର ସାରଙ୍ଗଧର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇ ଯାଇଛି ।ଏଠାରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର,ବିଧାୟକ ଶତ୍ରୁଘନ ଜେନା,ବିଭୁତି ପ୍ରଧାନ, ଜିଲାପାଳ ଆଶିଷ ପାଟିଲ,ଉପଜିଲ୍ଲାପାଳ ଦିନମଣି ନାଏକଙ୍କ ସମେତ ଜିଲା ସ୍ତରୀୟ ଶ୍ରମ ବିଭାଗର ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।