Install App
subhrakantar
This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: କୁଆଁସ ଶ୍ୟାମସୁନ୍ଦର ମନ୍ଦିର ରେ ହସ୍ତ ଶିଳ୍ପୀ କାରିଗରଙ୍କୁ ଶୋଷଣ ନେଇ ସାମ୍ବାଦିକ ସମ୍ମିଳନୀ,ଅର୍ଥ ହରିଲୁଟ୍ ଅସାମାଜିକ କାର୍ଯ୍ୟକୁ ବିରୋଧ
Bhadrak Rural, Bhadrak | Aug 23, 2025
ନିଜକୁ ଓଡିଶା ହସ୍ତ ଶିଳ୍ପୀ ମହାସଂଘର ସଭାପତି କହୁଥୁବା ଜନୈକ ବ୍ୟକ୍ତି ଜିଲ୍ଲାରେ କାର୍ଯ୍ୟରତ କାରିଗରଙ୍କୁ ଶୋଷଣ, ସରକାରୀ ଅର୍ଥ ହରିଲୁଟ୍ ଏବଂ ମହିଳା ତାଲିମ୍ କେନ୍ଦ୍ରରେ ଅସାମାଜିକ କାର୍ଯ୍ୟକଳାପକୁ ନେଇ ଆଜି କୁଆଁସ ସ୍ଥିତ ଶ୍ୟାମସୁନ୍ଦର ମନ୍ଦିର ପରିସରରେ ସଂଧ୍ୟା 5 ଟାରେ ସାମ୍ବାଦିକ ସମ୍ମିଳନୀରେ ମହିଳା ମାନେ ଅଭିଯୋଗ କରିଛନ୍ତି । ହରଗୌରୀ ମହାସଂଘର ସଭାନେତ୍ରୀ ବିଜୟୀଲକ୍ଷ୍ମୀ ମହାକୁଡ, ସମ୍ପାଦିକା ମନୋରମା ମାଝୀ, ଓମ୍ ଶାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ପ୍ରିୟମ୍ବଦା ବାରିକ୍ ଙ୍କ ସହ ଅନେକ ସଦସ୍ୟା ଉପସ୍ଥିତ ରହିଥିଲେ,
Share
Read More News
T & C
Privacy Policy
Contact Us
Your browser does not support JavaScript!