This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଳଭଣ୍ଡାର ରେ 10ଟି ଗେଟ ଖୋଲା
Sambalpur M, Sambalpur | Sep 30, 2025
ହୀରାକୁଦ ଡ୍ୟାମରେ ପୁଣି ଖୋଲିଳା ଆଉ 10ଟି ଗେଟ l ବାମ ପଟରୁ 7ଟି ଓ ଡାହାଣ ପଟରୁ 3ଟି ଗେଟ ଦେଇ ସର୍ବମୋଟ 10 ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି । ଆଜି ସନ୍ଧ୍ୟା 6ଟା ସୁଦ୍ଧା ଜଳ ସ୍ତର 630ଫୁଟ ଜଳସ୍ତର ରହିଛି l ପ୍ରତି ସେକେଣ୍ଡ ରେ ହୀରାକୁଦ ଜଳ ଭଣ୍ଡାରକୁ 1ଲକ୍ଷ, 99 ହଜାର 53କୁସେକ ପ୍ରବେଶ କରୁଥିବା ବେଳେ ଜଳ ଭଣ୍ଡାର ରୁ 1ଲକ୍ଷ, 99ହଜାର 53କୁସେକ ବନ୍ୟା ଜଳ ନିଷ୍କାସନ ହେଉଥିବା ସୂଚନା ମିଳିଛି l