Download Now Banner

This browser does not support the video element.

କବିସୂର୍ଯ୍ୟନଗର: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ଗ୍ରସ୍ତ ଲୋକଙ୍କ ଶହ ମିଶିବା ଶହ ବିଭିନ୍ନ କାର୍ଯ୍ୟକ୍ରମ ଯୋଗଦେଇଥିଲେ.

Kabisuryanagar, Ganjam | Sep 26, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ବେଗୁନିଆପଡା ବ୍ଲକ ର ବିଭିନ୍ନ ଗ୍ରାମ କୁ ଯାଇ ଲୋକଙ୍କୁ ମିଶିବା ଶହ ସେମାନଙ୍କ ଅସୁବିଧା ପଚାରି ବୁଝିଥିଲେ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ. ବିଧାନସଭା ରେ ନିଜ ନିର୍ବାଚନ ମଣ୍ଡଳୀର ସମସ୍ୟା କୁ ଉପସ୍ଥାପନା କରିବା ଶହ ସମାଧାନ ପାଇଁ ଆଲୋଚନା କରିଛନ୍ତି ବିଧାୟକ.
Read More News
T & CPrivacy PolicyContact Us