Install App
papukumar911
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀବିହାର ରୋଡ ମଙ୍ଗଳାପାଟଣା ଠାରେ ଦୋକାନ ଘର ଭାଙ୍ଗି ମୋବାଇଲ ଓ ଟଙ୍କାଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ
Puri M, Puri | Jun 2, 2025
ଶ୍ରୀବିହାର ରୋଡ ମଙ୍ଗଳାପାଟଣା ଠାରେ ଦୋକାନ ଘର ଭାଙ୍ଗି ମୋବାଇଲ ଓ ଟଙ୍କା ଚୋରି ଅଭିଯୋଗରେ ସମୁଦ୍ରକୂଳ ଥାନା ଦ୍ୱାରା ଜଣେ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଜଣକ ଷ୍ଟେସନରୋଡ଼ ଧୋବା ସାହି ମଙ୍ଗଳାମନ୍ଦିର ନିକଟର କାହ୍ନା ବେହେରା 20 l ଅଭିଯୁକ୍ତ ନିକଟରୁ 4ଟି ମୋବାଇଲ ଓ 2ହଜାର 2ଶହ ଟଙ୍କା ଜବତ କରିଛି ପୁଲିସ l ପୁଲିସ ସୂତ୍ରରୁ ଜଣାଯାଇଛି ଯେ ଶ୍ରୀବିହାର ରୋଡ ମଙ୍ଗଳାପାଟଣାର ତାପସ କୁମାର ମିଶ୍ର ଗତକାଲି ଅପରାହ୍ନରେ ଥାନାରେ ଅଭିଯୋଗ କରିଥିଲେ ଯେ ଗତ 31ତାରିଖ ରାତ୍ର 9ଟାରେ ତାଙ୍କର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ l ଅଭିଯୁକ୍ତ ତାଙ୍କ ଦୋକାନ ଘରୁ ଚୋରି କରିଥିଲା l
Share
Read More News
T & C
Privacy Policy
Contact Us
Your browser does not support JavaScript!