Download Now Banner

This browser does not support the video element.

ଅନୁଗୋଳ: କୁଲାଡ ଗ୍ରାମରେ ସାପ କାମୁଡାରେ ନାବାଳକର ମୃତ୍ୟୁ

Anugul, Angul | Aug 26, 2025
ସାପ କାମୁଡାରେ ଜଣେ ନାବାଳକର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଘର ପାଖରେ ପାଖରେ ଖେଳୁ ଥିବା ବେଳେ ଗୋଟିଏ ନାଗ ସାପ କାମୁଡି ଦେବାରୁ ନାବାଳକର ମୃତ୍ୟୁ ହୋଇଛି। ମିଳିଥିବା ଖବର ଅନୁସାରେ ଅନୁଗୋଳ ଜିଲ୍ଲା ପବିତ୍ର ନଗର ଅଞ୍ଚଳର ପର୍ଶୁ ମୁଖୀଙ୍କ ପରିବାର ନାଲକୋ ଥାନା ଅନ୍ତର୍ଗତ କୁଲାଡ ଗ୍ରାମରେ ରହି ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ପର୍ଶୁ ମୁଖୀଙ୍କ ପୁଅ ରଇନି ମୁଖୀ (୧୦) ମଙ୍ଗଳବାର ଦିନ ୧୨ଟା ବେଳେ ଘର ପାଖରେ ଥିବା ଇଟା ଗଦା ପାଖରେ ଖେଳନାରେ ଖେଳୁଥିବା ବେଳେ ଗୋଟିଏ ସାପ କାମୁଡି ଦେଇଥିଲା। ଯାହା ଫଳରେ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସା
Read More News
T & CPrivacy PolicyContact Us