Download Now Banner

This browser does not support the video element.

ଗୋବିନ୍ଦପୁର: ୧ ସେପ୍ଟେମ୍ବର ରୁ ବାମରା, ଗଡପୋଷ ଓ ସାଗରା ଠାରେ ରହଣି କରିବ ଟାଟା ବିଲାସପୁର ଏକ୍ସପ୍ରେସ ଟ୍ରେନ

Govindpur, Sambalpur | Aug 26, 2025
ବାମରା ସମେତ ବିଭିନ୍ନ ଷ୍ଟେସନ ରେ ଟାଟା ବିଲାସପୁର ଏକ୍ସପ୍ରେସ ଟେନ ର ରହଣି ପୁନଃ ସ୍ଥାପନ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କୋରୋନା କାଳରେ ଟାଟା ବିଲାସପୁର ଏକ୍ସପ୍ରେସ ଟ୍ରେନ ର ରହଣି ବାମରା ସମେତ ବିଭିନ୍ନ ଷ୍ଟେସନ ରୁ ଉଚ୍ଛେଦ କରାଯାଇଥିବା। ବର୍ତ୍ତମାନ ପୁଣି ଠାରେ ଉକ୍ତ ଟ୍ରେନ ଆସନ୍ତା ଏକ ସେପ୍ଟେମ୍ବର ରୁ ବାମରା, ଗଡ଼ପୋଷ ଓ ସାଗରା ଠାରେ ଛିଡା ହେବ। ଏନେଇ ମଙ୍ଗଳବାର ସନ୍ଧ୍ୟା ୭ ଟା ସମୟରେ ରେଳ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
Read More News
T & CPrivacy PolicyContact Us