Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୁଳ ରାମପୁର କୋଷାବରା ହେଲୋ ପଏଣ୍ଟ ଠାରେ ବ୍ଲକ୍ ବିଜେଡ଼ିର ସାଂଗଠନିକ ବୈଠକ ଅନୁଷ୍ଠିତ

Lanjigarh, Kalahandi | Sep 9, 2025
ମଙ୍ଗଳବାର ଅପରାହ୍ନରେ ଥୁଆମୁଳ ରାମପୁର ବ୍ଲକ୍ ବିଜେଡ଼ି ପକ୍ଷରୁ କୋଷାବରା ହେଲୋ ପଏଣ୍ଟ ଠାରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହେଇଯାଇଛି। ବରିଷ୍ଠ ନେତା ଗୋବିନ୍ଦ ପ୍ରଧାନୀଙ୍କ ଅଧ୍ୟକ୍ଷତା ତଥା ମାଣିକ୍ୟ ଚନ୍ଦ୍ର ନାଏକଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ଦଳୀୟ ସଂଗଠନ ନେଇ ଆଲୋଚନା କରିଥିଲେ। ଏହାସହ ବ୍ଲକ୍ କମିଟିର ପୁନଃ ଗଠନ କରାଯାଇଛି। ପୁଣି ତୃତୀୟ ଥର ପାଇଁ କପିଳାସ ନାଏକଙ୍କ ଉପରେ କର୍ମୀମାନେ ଆସ୍ଥା ପ୍ରକଟ କରି ବ୍ଲକ୍ ସଭାପତି ଭାବେ ଚୟନ କରିଛନ୍ତି।
Read More News
T & CPrivacy PolicyContact Us