Download Now Banner

This browser does not support the video element.

ସୋହେଲା: ସୋହେଲା ର ପ୍ରସିଦ୍ଧ ସାର୍ବଜନୀନ ଦୁର୍ଗାପୂଜା ପାଇଁ କିଭଲି ଚାଲିଛି ପ୍ରସ୍ତୁତି, ଦେଖନ୍ତୁ କମିଟୀ ର ଯୁଗ୍ମ ସଂପାଦକ ଙ୍କ ମତାମତ

Sohela, Bargarh (Baragarh) | Sep 20, 2025
ବରଗଡ ଜିଲ୍ଲା ତଥା ଆଖପାଖ ଅଞ୍ଚଳରେ ପ୍ରସିଦ୍ଧ ସୋହେଲା ର ସାର୍ବଜନୀନ ଦୁର୍ଗାପୁଜା ପାଇଁ ଚାଲିଛି ଯୋରଦାର ପ୍ରସ୍ତୁତି, ତୋରଣ ତଥା ଅନ୍ଯାନ୍ଯ କାରୁକାର୍ଯ୍ୟ ଯୋରସୋରରେ ଚାଲିଥିବା ବେଲେ କିଭଲି ଚାଲିଛି ପ୍ରସ୍ତୁତି ଦେଖନ୍ତୁ ଆଜି 4 PM ରେ ନିଆଯାଇଥିବା ସୋହେଲା ଦୁର୍ଗାପୁଜା କମିଟୀ ର ଯୁଗ୍ମ ସଂପାଦକ ଙ୍କ ମତାମତ
Read More News
T & CPrivacy PolicyContact Us