Download Now Banner

This browser does not support the video element.

ବିରିଡି: କମରପଦା ଠାରୁ ବରୁଣେଇ ଦେଇ ହାଜିପୁର ଯାଇଥିବା ରାସ୍ତା ଶୋଚନୀୟ, ଆଜି ପ୍ରତିକ୍ରିୟା ରଖିଲେ ସମିତି ସଭ୍ୟ ଓ ଗ୍ରାମବାସୀ

Biridi, Jagatsinghpur | Apr 5, 2024
ବିରିଡି ବ୍ଲକ ସଂଖପୁର ପଞ୍ଚାୟତ କମର ପଦା ଠାରୁ ବାହାରି ବରୁଣେଇ ଦେଇ ହାଜିପୁର ଯାଇଥିବା ପ୍ରଧାନମନ୍ତ୍ରୀ ରାସ୍ତା ମଝିରେ ଫାଟ ହୋଇଛି l ଲୋକଙ୍କ ଯିବାଆସିବାରେ ଘୋର ସମସ୍ୟା ଦେଖା ଦେଇଥିବାରୁ ଏହାକୁ ନେଇଇ ସମିତିସଭ୍ୟ ରଶ୍ମି ରଞ୍ଜନ ବେହେରା ଓ ଅକ୍ଷୟ ରାଉତ ଆଜି ମଧ୍ୟାହ୍ନ ୨ଟାରେ ପ୍ରତିକ୍ରିୟା ରଖିଛନ୍ତି
Read More News
T & CPrivacy PolicyContact Us