Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବିଜେଡି ରୁ ନୀଳମ୍ବନ ହେଲେ ପ୍ରଫୁଲ ମଲିକ, ୟୁନିଟ -2ବାସଭଵନରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ନେତା ଦେବି ମିଶ୍ର

Bhubaneswar M Corp, Khordha | Sep 12, 2025
ବିଜେଡିରୁ ବିଦା ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ କୁମାର ମଲ୍ଲିକ । କାମାକ୍ଷାନଗରର ଏହି ପୂର୍ବତନ ବିଧାୟକ ବିଜୁ ଜନତା ଦଳରୁ ବିଦା ହୋଇଛନ୍ତି । ଦଳ ବିରୋଧୀ କାମ ପାଇଁ ତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜୁ ଜନତା ଦଳ, ହେଡକ୍ୱାର୍ଟର ଦାୟିତ୍ୱରେ ଥିବା ପ୍ରତାପ ଜେନା । ତେବେ ଗତକାଲି ପ୍ରଫୁଲ୍ଲ ମଲ୍ଲିକ ବିଜେଡି ବିରୋଧରେ ବଡ଼ ବୟାନ ରଖିଥିଲେ । ଆଉ ଏହାପରେ ତାଙ୍କୁ ଆଜି ଦଳରୁ ବିଦା କରାଯାଇଛି । ଗୁରୁବାର ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ ପ୍ରଫୁଲ୍ଲ ମଲ୍ଲିକ । କଥାରେ କଥାରେ କହିଥିଲେ, ସେ ଏବେ ବିଜେଡିରେ ଅଛନ୍ତି କି୍ନତୁ କୌଣସି ସାଙ୍ଗଠନିକ କାମରେ ଯୋଗ ଦେଉନାହାନ୍ତି
Read More News
T & CPrivacy PolicyContact Us