Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ଜବାହାରଲାଲ ନବଦୋୟ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ ଯୋଗଦେଲେ ସାଂସଦ

Koraput Town, Koraput | Aug 23, 2025
କୋରାପୁଟ ଜବାହାରଲାଲ ନବଦୋୟ ବିଦ୍ୟାଳୟରେ ଜାତୀୟ ମହାକାଶ ଦିବସ ପାଳିତ ହୋଇଯାଇଛି। ଆଜି ଦିନ ୨ଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଆଗାମୀ ଦିନର ଭବିଷ୍ୟତ ପିଲା ମାନଙ୍କୁ ଉତ୍ସାହିତ କରିବା ସହ ସଫଳ ବୈଜ୍ଞାନିକ ହୋଇ ଦେଶର ନାଁ ରଖିବାକୁ ପରାମର୍ଶ ଦେଇଥିଲେ। ସେଥିପାଇଁ କୋଠର ପରିଶ୍ରମର ଆବଶ୍ୟକତା ଥିବା କହିଥିଲେ ସାଂସଦ ସପ୍ତଗିରି ଉଲାକା।
Read More News
T & CPrivacy PolicyContact Us