This browser does not support the video element.
ଭୋଗରାଇ: ନିମାତପୁର ପଞ୍ଚାୟତ ରେ ଜଳବନ୍ଦୀ ରେ ଗାଁ ,ସ୍ଥିତି ଅନୁଧ୍ୟାନ କଲେ ଭୋଗରାଇ ବିଧାୟକ
Bhograi, Balasore | Oct 4, 2025
ତିନି ଦିନ ହେଲା ଲଗାଣ ବର୍ଷାରେ ଆମ ଭୋଗରାଇର ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଯାଇଥିବା ବେଳେ ଅନେକ ଗାଁ ଜଳବନ୍ଦୀ ହୋଇ ଲୋକଙ୍କ ଘରେ ପାଣି ପଶିଯାଇଛି। ଫଳରେ ଲୋକେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଆଜି ନିମାତପୁର ପଞ୍ଚାୟତର ଏମିତି ଏକ ଜଳବନ୍ଦୀ ଗାଁ ମିର୍ଜାପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କଲି ଏବଂ ବ୍ଲକ୍ ପ୍ରଶାସନକୁ ଅବଗତ କରି ଜଳ ନିଷ୍କାସନର ବ୍ୟବସ୍ଥା କଲି। ଏହି ଅବସରରେ ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ ବୟସ୍କ, ମୁରବୀ ଓ ଯୁବକମାନଙ୍କ ସହ ବେଶ୍ କିଛି ସମୟ ଆଲୋଚନା କରିଛନ୍ତି ବିଧାୟକ ।