Download Now Banner

This browser does not support the video element.

କୋରାପୁଟ ସହର: ବଣ୍ଡାଗୁଡାରେ ପଞ୍ଚାୟତ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଫାଇଞାଲ ପ୍ରତିଯୋଗିତା ଯୋଗଦେଲେ ଲକ୍ଷ୍ମୀପୁର ବିଧାୟକ

Koraput Town, Koraput | Aug 22, 2025
କୋରାପୁଟ ବ୍ଳକ ମସ୍ତିପୁଟ ପଞ୍ଚାୟତ ବଣ୍ଡା ଗୁଡ଼ା ଗ୍ରାମରରେ ପଞ୍ଚାୟତ ସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ଫାଇନାଲ ମେଚ ଅନୁଷ୍ଠିତ ହୋଇଯାଇଛି। ଆଜିର ମେଚରେ  ସନ୍ଧ୍ୟା ୭ଘଣ୍ଟା ସମୟରେ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ଯୋଗଦେଇ ଉପସ୍ଥିତ ଯୁବ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲ ମେଚରେ ଚିନ୍ଦ୍ରୀ ଗ୍ରାମ ଦଳ ବିଜୟୀ ହୋଇଥିବା ବେଳେ ବିଜୟୀ ଟିମକୁ ଟ୍ରଫି ଦେଇ ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ଳକ ଚେୟାରମେନ ନମିତା ମାଝୀ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us