Download Now Banner

This browser does not support the video element.

କେନ୍ଦୁଝର ସହର: ବଡବିଲ ପାଲହାଟିଂରେ ଅଘଟଣ, ପାଣି ଟପରେ ପଡି ଶିଶୁକନ୍ୟା ମୃତ

Kendujhar Town, Kendujhar | Sep 8, 2025
ବଡ଼ବିଲ ଥାନା ଅନ୍ତର୍ଗତ ସହରର ପାଲହାଟିଂରେ ଥିବା ଏକ ଘରେ ଅଘଟଣ ଘଟିଛି। ଘରେ ଜଣେ ୪ ମାସର ଶିଶୁ କନ୍ୟା ସହ ତାର ନାବାଳିକା ଭଉଣୀକୁ ଛାଡି ଘର ଲୋକେ ବାହାରକୁ ଯାଇଥିବା ବେଳେ କୌଣସି ଅସାବଧାନତା ବଶତଃ ଶିଶୁ କନ୍ୟାଟି ପାଣି ଭର୍ତ୍ତି ଟପରେ ବୁଡି ଯାଇଥିବା ଘର ଲୋକେ ଫେରି ଦେଖିବାକୁ ପାଇଥିଲେ। ଶିଶୁକୁ ସେଠାରୁ ବାହାର କରି ବଡବିଲ ମେଡିକାଲ ଆଣିଥିବା ବେଳେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ।
Read More News
T & CPrivacy PolicyContact Us