Download Now Banner

This browser does not support the video element.

କୋରାପୁଟ ସହର: ଆସନ୍ତାକାଲି ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟରେ ହେବ ଜିଲ୍ଲା ସ୍ତରୀୟ ଅଭିଯୋଗ ଓ ଜନ ଶୁଣାଣି ଶିବିର

Koraput Town, Koraput | Aug 24, 2025
ଆସନ୍ତା କାଲି ସୋମବାର ଦିନ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ କାର୍ଯ୍ୟାଳୟ ପରିସରରେ ହେବ ଜିଲ୍ଲା ସ୍ତରୀୟ ଅଭିଯୋଗ ଓ ଜନ ଶୁଣାଣି ଶିବିର। ଏ ନେଇ ଆଜି ଦିନ ୧ଟେ ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି। ଉକ୍ତ ଅଭିଯୋଗ ଓ ଜନ ଶୁଣାଣି ଶିବିରରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଶୁଣାଣି କରିବେ।
Read More News
T & CPrivacy PolicyContact Us