Install App
ranjan55610
This browser does not support the video element.
ଚମ୍ପୁଆ: ଚମ୍ପୁଆ ଦୁର୍ଗାପୂଜା କମିଟିର ନୂତନ କର୍ମକର୍ତା ଚୟନ ଦିନେଶ ସଭାପତି ଓ ସୁବ୍ରତ ସଂପାଦକ ମନେlନୀତ
Champua, Kendujhar | Sep 5, 2025
ଚମ୍ପୁଆ ଦୁର୍ଗା ପୂଜା କମିଟି ର ଆଜି ଚାରିଟା ବେଳେ ନୂତନ କମିଟି କର୍ମକର୍ତା ଚୟନ ହେଇଯାଇଛି ଏହି କମିଟିରେ ଦିନେଶ ମହାନ୍ତ ସଭାପତି ଭାବେ ଚୟନ ହେଇଥିବା ବେଳେ ସୁବ୍ରତ ସାହୁ ସଂପାଦକ ଭାବେ ମନେlନୀତ ହେଇଥିବା ଜଣାପଡିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!