Download Now Banner

This browser does not support the video element.

ବରଗଡ: ଟାଉନ ଥାନା ଅଞ୍ଚଳରେ ଅପ୍ରାକୃତିକ ଦୁଷ୍କର୍ମ ଅଭିଯୋଗକୁ ନେଇ କୋର୍ଟ ପରିସରରେ ପ୍ରତିକ୍ରିୟା ରଖିଲେ ବରିଷ୍ଠ ଆଇନଜୀବୀ

Bargarh, Bargarh (Baragarh) | Aug 26, 2025
ବରଗଡ ପାଇଁ ଲଜ୍ୟା,ବରଗଡରେ ୮ ବର୍ଷର ନାବାଳକକୁ ଅପ୍ରାକୃତିକ ଦୁଷ୍କର୍ମ l ବରଗଡ ଟାଉନ ଥାନ ଅଂଚଳର ଗୋଟିଏ ନାବାଳକଙ୍କ ସହିତ ଅପ୍ରlକୃତିକ ଦୁଷ୍କର୍ମ କରିଥିବା ଅଭିଯୋଗରେ ତିନି ଜଣକୁ ଉଠାଇ ଆଣିଛି ପୋଲିସ l ମଙ୍ଗଳବାର ଅପରାହ୍ନ 2 ଘଣ୍ଟା ସମୟରେ କୋର୍ଟ ପରିସରରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଆଇନଜୀବୀ | ଭଡା ଘରେ ରହୁଥିବା ଘର ମାଲିକର ନାବାଳକ ପୁତ୍ରକୁ ଚାରି ଜଣ ଯୁବକ ମିଶି ଦୁଷ୍କର୍ମ କରିଥିବା ଟାଉନ ଥାନା ଅଭିଯୋଗ ହୋଇଛି l ଅଭିଯୋଗ ପରେ ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ଉଠେଇ ଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ଥିବା ଜଣା ପଡିଛି ।
Read More News
T & CPrivacy PolicyContact Us