Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଉତ୍କଳ ବିଶ୍ୱ ବିଦ୍ୟାଳୟ ହଷ୍ଟେଲରୁ ତଡ଼ା ଖାଇଲେ ଅଣଛାତ୍ର,ଏନେଇ ଘଟଣା ସ୍ଥଳରେ ପ୍ରତିକ୍ରିୟା ରଖିଲେ କର୍ତ୍ତୃପକ୍ଷ
Bhubaneswar M Corp, Khordha | Sep 8, 2025
୧୦ ପ୍ଲାଟୁନ ପୁଲିସ ସହ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ରାବାସରେ ପହଞ୍ଚିଥିଲେ ୫ ଏସିପି, ୪ ଆଇଆଇସି, ୧୩ ଏସଆଇ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପୂରା ପ୍ରସ୍ତୁତ ହୋଇ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲା ପୁଲିସ । ବାସ୍ ଏହାପରେ ଆରମ୍ଭ ହୋଇଥିଲା ଅଣଛାତ୍ର ତଡ଼ା ଅଭିଯାନ । ଛାତ୍ରବାସର ରୁମ୍କୁ ବର୍ଷ ବର୍ଷ ଧରି କବଜା କରିଥିବା ଅଣଛାତ୍ରଙ୍କ ରୁମର ତାଲିକା ଧରି ପହଞ୍ଚିଥିଲା ପୁଲିସ ।
Share
Read More News
T & C
Privacy Policy
Contact Us
Your browser does not support JavaScript!