This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲା ସଦର ମହକୁମା ଦିବ୍ୟମ ପରିସରରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ
Bhadrak Rural, Bhadrak | Aug 21, 2025
ବିଶ୍ୱ ବରିଷ୍ଠ ନାଗରିକ ଦିବସ ଅବସରରେ ଜିଲ୍ଲା ସଦର ମହକୁମା ଦିବ୍ୟମ ପରିସରରେ ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ର ସଭାପତି ଲଲାଟେନ୍ଦୁ ମହାନ୍ତି ଙ୍କ ପୌରହିତରେ ସମସ୍ତ ସଦସ୍ୟ ଙ୍କ ଉପସ୍ଥିତ ରେ ପାଳନ କରାଯାଇଅଛି, ଏଥିରେ ମହାସଂଘ ର ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର ଅଗଷ୍ଟ 21ଆଜିର ଦିବସଟିକୁ ପ୍ରଥମେ 1991ମସିହରେ ଯୁକ୍ତରାଷ୍ଟ୍ର ଆମେରିକା ଆରମ୍ଭ କରିଥିବା ବେଳେ ସାରା ବିଶ୍ଵ ଆଜି ମଧ୍ୟ ପାଳନ କରିଆସୁଛନ୍ତି, ଏହାର ଉଦେଶ୍ୟରେ ସମାଜରେ ବରିଷ୍ଠ ମାନଙ୍କର ମହତ୍ୱ ଏବଂସରକାଙ୍କୁ ବାର୍ତ୍ତା ଦେବାରେ ଏକ ସର୍ବୋତ୍ତମ ମାଧ୍ୟମ ବୋଲି ମତ ପ୍ରକାଶ ପାଇଛି।