Download Now Banner

This browser does not support the video element.

ଓରିଏଣ୍ଟ: ବେଲପାହାଡ ର ବୁଲାଗାଈ ଗୋରୁଙ୍କୁ ଗୋଶାଳା ସ୍ଥାନାନ୍ତର କରାଯାଉଛି

Orient, Jharsuguda | Sep 13, 2025
*ବୁଲା ଗାଈ ଗୋରୁ ଙ୍କୁ ଗୋଶାଳା ସ୍ଥାନାନ୍ତର* ବେଲପାହାଡ: ଝାରସୁଗୁଡା ଜିଲ୍ଲା ବେଲପାହାଡ ର ବୁଲାଗାଈ ଗୋରୁଙ୍କୁ ଗୋଶାଳା ସ୍ଥାନାନ୍ତର କରାଯାଉଛି l ଝାରସୁଗୁଡା ଜିଲ୍ଲାରେ ଗୋ ଚାଲାଣ ବଢିବା ପରେ ଗାଈ ଗୋରୁଙ୍କୁ ସୁରକ୍ଷା ପ୍ରଦାନ କରିବା ଦିଗରେ ବେଲପାହାଡ ପୋଲିସ ଏବଂ ବେଲପାହାଡ ର କିଛି ଯୁବକ ଏହି ପ୍ରୟାସ କରିଛନ୍ତି l ଆଜି ଶନିବାର ରାତି ୧୦ ଟା ୪୦ ରେ ଶତାଧିକ ବୁଲା ଗାଈ ଗୋରୁ ଙ୍କୁ ବେଲପାହାଡ ପୋଲିସ ର ଉପସ୍ଥିତି ରେ ଗୋଶାଳା କୁ ସ୍ଥାନାନ୍ତର କରାଯାଉଛି l
Read More News
T & CPrivacy PolicyContact Us