This browser does not support the video element.
ନୂଆପଡା: ଦୁର୍ଗା ପୂଜା ପାଇଁ ନୂଆପଡ଼ା ଥାନାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ
Nuapada, Nuapada | Sep 12, 2025
ସଦର ଥାନାରେ ଆଜି ଦୁର୍ଗା ପୂଜା ପାଇ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ସହରରେ କିଭଳି ଭବରେ ଶାନ୍ତି ଶୃଙ୍ଖଳାର ଦୁର୍ଗା ପୂଜା କରାହେବ ସେ ନେଇ ଆଜିର ଏହି ବୈଠକରେ ଆଲୋଚନା ହୋଇଥିଲା। ପୋଲିସ କର୍ମଚାରୀଙ୍କ ସମେତ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।