Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଗଣେଷ ଭସାଣି ବେଳେ ପଥରଗାଡ଼ିଆ ରେ ଯୁବକଙ୍କୁ ଆକ୍ରମଣ,ଇନଫୋସିଟି ଥାନାରେ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ଅଭିଯୋଗକାରୀ

Bhubaneswar M Corp, Khordha | Sep 4, 2025
ପୁଣି ଗଣେଷ ପୂଜା ଭସାଣିରେ ଗଣ୍ଡଗୋଳ। ଡିଜେ ପାଇଁ ଅଶାନ୍ତ ହେଲା ରାଜଧାନୀ ଉପକଣ୍ଠ ପଥରଗାଡିଆ ଗ୍ରାମ। ପଥରଗାଡିଆ ଗାଁ ଭିତର ରାସ୍ତାରେ ଡିଜେ ରଖି ଦୁଇଗୋଷ୍ଠୀ ପାଟିତୁଣ୍ଡ କରିଥିଲେ। ରାସ୍ତା ଅବରୋଧ ହଟାଇବାକୁ କହିବାରୁ ଯୁବକଙ୍କୁ ଛୁରୀରେ ଆକ୍ରମଣ। ମରଣାନ୍ତକ ଆକ୍ରମଣରେ ଯୁବକ ଲହୁ ଲୁହାଣ। ଲହୁ ଲୁହାଣ ଅବସ୍ଥାରେ ଥାନାରେ ଅଭିଯୋଗ କଲେ ସେହି ଗ୍ରାମର କୃଷ୍ନଚନ୍ଦ୍ର ବେହେରା। ଅଭିଯୋଗ ଆଧାରରେ 5ଜଣଙ୍କୁ ଅଟକ ରଖିଛି ଇନ୍ଫୋସିଟି ଥାନା ପୋଲିସ। ସେପଟେ ପ୍ରଶାସନ ପକ୍ଷରୁ ଡିଜେ ବନ୍ଦ୍ ଥିବା ବେଳେ ଏପରି ଘଟଣା ପୋଲିସ ପାଟ୍ରୋଲିଂ ଉପରେ ଅନେକ ପ୍ରଶ୍ନ ଉଠାଇଛି।
Read More News
T & CPrivacy PolicyContact Us