This browser does not support the video element.
ପାରଳାଖେମୁଣ୍ଡି: ସର୍କିଟ ହାଉସ ଠାରେ ପାରଳାଖେମୁଣ୍ଡି ନାଗରିକ କମିଟି ପକ୍ଷରୁ ଜିଲ୍ଳାର ବିକାଶ ପାଇଁ ମନ୍ତ୍ରୀଙ୍କ ସହ ଆଲୋଚନା
Paralakhemundi, Gajapati | Aug 27, 2025
ସର୍କିଟ ହାଉସ ଠାରେ ପାରଳାଖେମୁଣ୍ଡି ନାଗରିକ କମିଟି ପକ୍ଷରୁ ଜିଲ୍ଳାର ବିକାଶ ପାଇଁ ମନ୍ତ୍ରୀଙ୍କ ସହ ଆଲୋଚନା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସର୍କିଟ ହାଉସ ଠାରେ ଆଜି ଏଗାରଟା ବେଳେ ପାରଳାଖେମୁଣ୍ଡି ନାଗରିକ କମିଟି ପକ୍ଷରୁ ଜିଲ୍ଳାର ବିକାଶ ପାଇଁ ବାଣିଜ୍ୟ ,ପରିବହନ, ଇସ୍ପାତ୍ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସହ ଆଲୋଚନା କରିଥିବା ଦେଖିବାକୁ ମିଳିଛି। ଗବେଷକ ପୁର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ଵରେ ଆଜି ଏକ ଟିମ ମନ୍ତ୍ରୀଙ୍କ ସହ ଆଲୋଚନା କରି ଜିଲ୍ଳାର କେଉଁ କେଉଁ ଅଞ୍ଚଳ ଗୁଡ଼ିକ ରହିଛି ଏବଂ କିଭଳି ଏହାର ସଂରକ୍ଷଣ ଏଵଂ ଉନ୍ନତି ହୋଇ ପାରିବ ସେ ନେଇ କହିଥିଲେ