This browser does not support the video element.
ଯାଜପୁର: ବରୀ ବ୍ଲକ ଦରଘା ଗାଁର ଜନୈକ ବ୍ୟକ୍ତି ଙ୍କର ଅକାଳେ ବିୟୋଗ,ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ
Jajapur, Jajpur | Sep 2, 2025
ବରୀ ବ୍ଲକ ଦରଘା ଗାଁର ଜନୈକ ବ୍ୟକ୍ତି ଙ୍କର ଅକାଳେ ବିୟୋଗ,ପରିବାରକୁ ଭେଟି ସମବେଦନା ଜଣାଇଲେ ବିଧାୟକ l କୌଣସି ଏକ ରୋଗରେ ପୀଡ଼ିତ ଅବସ୍ଥାରେ ଦରଘା ଗାଁର ନୃସିଂହ ବେହେରାଙ୍କର ଅକାଳେ ବିୟୋଗ ହେଇଛି l ଏହି ଖବର ପାଇ ଆଜି ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ ମୃତ ନୃସିଂହଙ୍କ ପରିବାର ନିକଟରେ ପହଂଚି ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦ୍ଗତି କାମନା କରିଥିଲେ l ବିଧାୟକଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ବିଜେଡି ନେତା ଓ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ l