Install App
khariar.news
This browser does not support the video element.
ନୂଆପଡା: ନୂଆପଡ଼ା ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ନୂତନ ଏସପିଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ ପରେ ପ୍ରତିକ୍ରିୟା ରଖିଲେ ଏସପି
Nuapada, Nuapada | Sep 4, 2025
ନୂଆପଡା ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ନୂଆପଡା ଜିଲ୍ଲାରେ ନୂତନ ଏସପି ଭାବରେ ଯୋଗଦେଇଥିବା ଅମ୍ରିତପାଲ ସିଂକୁ ଆଜି ୧୨ ଟାରେ ସୌଜନ୍ୟ ମୂଳକ ସାକ୍ଷତ କରି ଜିଲ୍ଲାର ଆଇନଶୃଙ୍ଖଳା ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ବିଷୟ ରେ ଆଲୋଚନା କରିଥିଲେ l ଜିଲ୍ଲାରେ ନିଶା କାରବାର ସହ ଜୁଆ ସଟ୍ଟା ପାଇଁ ଚର୍ଚ୍ଚାରେ ରହି ଆସୁଛି ଏହାକୁ ରୋକିବା ପାଇଁ ଏସପି ଙ୍କୁ ଅନୁରୋଧ କରିଥିଲେ ସଂଘ ସଦସ୍ୟ । ଏହି ସମୟରେ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!