This browser does not support the video element.
ସୋରଡା: ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋଚ୍ଛା ଗ୍ରାମପଞ୍ଚାୟତ,ଗୋଚ୍ଛା ଗ୍ରାମର ଅଧିଷ୍ଠାତ୍ରୀ ମା'କନ୍ଧୁଣୀ ଦେବୀଙ୍କ ଯାତ୍ରାରେ ଯୋଗଦେଲେ ବିଧାୟକ
Surada, Ganjam | Aug 26, 2025
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ଅନ୍ତର୍ଗତ ଗୋଚ୍ଛା ଗ୍ରାମପଞ୍ଚାୟତ,ଗୋଚ୍ଛା ଗ୍ରାମର ଅଧିଷ୍ଠାତ୍ରୀ ମା'କନ୍ଧୁଣୀ ଦେବୀଙ୍କ ଯାତ୍ରାରେ ଯୋଗଦେବାର ସୌଭାଗ୍ୟ ପ୍ରାପ୍ତ ହେଲା ଏହି ଅବସରରେ ମା' ଙ୍କୁ ପୂଜାର୍ଚ୍ଚନା କରିବା ସହ ଅଞ୍ଚଳ ବାସୀଙ୍କ ପାଇଁ ମଙ୍ଗଳ କାମନା କଲି ଓ ଆଶୀର୍ବାଦ ଭିକ୍ଷା କଲି | ମା'ଙ୍କର ଏହି ପ୍ରସିଦ୍ଧ ଶକ୍ତିପୀଠ ପରିସର ମଧ୍ୟରେ ସମୟ ଅତିବାହିତ ପ୍ରଥମଥର ଏକ ଦୁର୍ଲଭ ଅଲୌକିକ ଶକ୍ତି ଅନୁଭବ ପ୍ରାପ୍ତ ହେଲା ଯାହା ଶବ୍ଦରେ ମୋ ପାଇଁ ଅବର୍ଣ୍ଣନୀୟ | ମା'ଙ୍କ ମହିମା ଓ କରୁଣାର ମୂଳ ସାକ୍ଷୀ ଅଟେ ଏହି ପୀଠ ତେଣୁ ଏହି ଯାତ୍ରାରେ ଆଜି ଲୋକରଣ୍ୟରେ ପରିଗଣିତ ହୋଇଅଛି.