Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ସହରରେ ମୁଖ୍ୟ ରାସ୍ତା ଉପରେ ଖୋଲାରେ ମାଂସ ବିକ୍ରି କୁ ବିରୋଧ କରିଛି ବିଜେପି, ବିଜେପି ର ଏକ ପ୍ରତିନିଧି ଦଳ କମିଶନରଙ୍କୁ ଦେଲେ ଦାବିପତ୍ର

Sambalpur M, Sambalpur | Sep 11, 2025
ସମ୍ବଲପୁର ସହରରେ ମୁଖ୍ୟ ରାସ୍ତା ଉପରେ ଖୋଲା ରେ ମାଂସ ବିକ୍ରି କୁ ବିରୋଧ କରିଛି ବିଜେପି । ଆଜି ବିଜେପି ର ଏକ ପ୍ରତିନିଧି ଦଳ ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ରେ କମିଶନର ଙ୍କୁ ସାକ୍ଷାତ କରି ଏହି ପ୍ରସଙ୍ଗ ରେ ଆଲୋଚନା କରି ଏକ ଦାବୀ ପତ୍ର ପ୍ରଦାନ କାରିଛନ୍ତି । ବିଜେପି ପକ୍ଷରୁ ଦିଆ ଯାଇଥିବା ଦାବୀ ପତ୍ର ରେ କୁହାଯାଇଛି ଯେ ସମ୍ବଲପୁର ସହର ର ସେନ ପାର୍କ ଛକ୍ ରୁ ଜିଲ୍ଲା ସ୍କୁଲ ଛକ୍ ଯାଏଁ ବହୁ ମାଂସ ଦୋକାନ ରହିଛି । ଦୋକାନ ଗୁଡିକ ରେ ଛେଳି ଓ କୁକୁଡ଼ା ମାଂସ ଖୋଲା ରେ ପ୍ରଦର୍ଶିତ କରାଯାଉଛି, ଯାହାକି ସମ୍ପୂର୍ଣ୍ଣ ଭାବେ ବେଆଇନ ଅଟେ । ସେଇ ରାସ୍ତା ଦେଇ ବିଭିନ୍ନ ବିଦ୍ୟା
Read More News
T & CPrivacy PolicyContact Us