This browser does not support the video element.
ସୋରଡା: କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ଠାରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଯୋଗଦେଲେ ସୋରଡ଼ା ବିଧାୟକ
Surada, Ganjam | Sep 7, 2025
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ଠାରେ ଆଜି ସମ୍ବର୍ଦ୍ଧନା ସଭା ସହ ମହା ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି. କବିସୂର୍ଯ୍ୟନଗର ସମତେ ଜିଲ୍ଲା ର ପାଞ୍ଚଟି ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ପୌର ପରିଷଦ ର ମାନ୍ୟତା ରାଜ୍ୟ ସରକାର ପ୍ରଦାନ କରିଥିବା ବେଳେ ଆଜି ଏହି ମଞ୍ଚରୁ ମାନ୍ୟବର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଗୃହ ନଗର ଉନ୍ନୟନ ମନ୍ତ୍ରୀ ଙ୍କୁ କୃତଜ୍ଞତା ସହ ସମ୍ବର୍ଦ୍ଧନା ଦିଆଯାଇଛି.ଆଜିର ଏହି କାର୍ଯ୍ୟକ୍ରମ ରେ ସୋରଡ଼ା ବିଧାୟକ ନୀଳମଣି ବିଶୋଇ ଯୋଗଦେଇଥିଲେ.