Install App
khabarjordar
This browser does not support the video element.
ଝାରସୁଗୁଡା: ଝାରସୁଗୁଡା ସହରାଞ୍ଚଳର ହୋଟେଲ ମୋହିନୀ ରୟାଲ ଠାରେ ମହରମ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ
Jharsuguda, Jharsuguda | Jul 17, 2024
ଆଜି ଝାରସୁଗୁଡା ସହରାଞ୍ଚଳର ହୋଟେଲ ମୋହିନୀ ରୟାଲ ଠାରେ ମହରମ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜନ ହୋଇଥିବାଏହି ଶିବିରରେ ପ୍ରାୟ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ରକ୍ତଦାନ ଶିବିରକୁ ରୋଟାରୀ କ୍ଳବ ଅଫ ଝାରସୁଗୁଡା ଗ୍ରୀନ ଆୟୋଜନ କରିଥିଲେ। ଯୁବକମାନେ ସ୍ବଇଛାରେ ନିଜ ରକ୍ତ ଦାନ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!