Download Now Banner

This browser does not support the video element.

ଫୁଲବାଣୀ ସହର: ମଲିକ ସାହିରେ କିଡ଼ନୀ ରୋଗରେ ପରିବାରର ଏକମାତ୍ର ରୋଜଗାରିଆ ଥିବା ଗୋପବନ୍ଧୁଙ୍କ ମୃତ୍ୟୁ; ଚିନ୍ତାରେ ପରିବାର, ପ୍ରତିକ୍ରିୟା ଦେଲେ ସ୍ତ୍ରୀ

Phulabani Town, Kandhamal | Oct 2, 2024
ତାରିଖ 2/10/2024 ଅପରାହ୍ନ ପାଞ୍ଚଟା କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ଦୁତିମେଣ୍ଡି ପଞ୍ଚାୟତ ଅଧୀନ ମଲିକ ସାହି ର ଗୋପବନ୍ଧୁ ସେଠି ଦୀର୍ଘ ବର୍ଷ ହେବ କିଡ଼ନୀ ରୋଗରେ ପୀଡ଼ିତ ହୋଇ ନିଜର ସର୍ବସ୍ବ ହରେଇ ପଡ଼ିଥିଲେ। ତାଙ୍କ ଚିନ୍ତାରେ ତାଙ୍କ ମା ମଧ୍ୟ ଆର ପାରିକୁ ଚାଲିଗଲେ। ଗୋପବନ୍ଧୁଙ୍କ ପତ୍ନୀ ମଧ୍ୟ ସ୍ୱାମୀଙ୍କ ରୋଗ ଚିନ୍ତାରେ ନିଜକୁ ନିୟନ୍ତ୍ରଣ ରଖି ନପାରି ପ୍ରାୟ ବର୍ଷେ ହେବ ଚାଲି ଯାଇଥିଲେ। ଏପଟେ ମାଙ୍କ ମୃତ୍ୟୁ ତିନିମାସ ପୁରିଛି କି ନାହିଁ ଦେଖାଶୁଣା ଅଭାବରୁ ଗୋପବନ୍ଧୁ ଚିକିତ୍ସାଧୀନ ଅବସ୍ଥାରେ ଆରପାରିକୁ ଚାଲିଯାଇଛନ୍ତି। ଏବେ ଗୋପବନ୍ଧୁଙ୍କ ଦୁଇ କୁନି କୁନି
Read More News
T & CPrivacy PolicyContact Us