This browser does not support the video element.
ଓରିଏଣ୍ଟ: ବତଲଗା ଗ୍ରାମ ନିକଟ ଏକ ବିଲ ରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ପହଞ୍ଚିଲେ ସାଇଣ୍ଟିଫିକ ଟିମ ଓ ଡଗ ସ୍କୁଆଡ
Orient, Jharsuguda | Sep 1, 2025
ବନହରପାଲି ଥାନା ଅନ୍ତର୍ଗତ ବତଲଗା ଗ୍ରାମ ନିକଟ ଏକ ବିଲ ରୁ ଲିଳିମା ମିର୍ଧା ନାମକ ମହିଳା ଙ୍କ ମୃତଦେହ ଉଦ୍ଧାର ଘଟଣାରେ ସାଇଣ୍ଟିଫିକ ଟିମ ଓ ଡ଼ଗ ସ୍କୁଆଡ଼ ଘଟଣା ସ୍ଥଳକୁ ପହଂଚି ଅଧିକ ତଦନ୍ତ କରିଛି l ସାଇଣ୍ଟିଫିକ ଟିମ ବିଭିନ୍ନ ତଥ୍ୟ ସଂଗ୍ରହ କରିଥିବାବେଳେ ଡଗ ସ୍କୁଆଡ଼ ମଧ୍ୟ ଘଟଣା ସ୍ତଳରେ ପହଂଚି ବନହରପାଲି ପୋଲିସ କୁ ତଦନ୍ତ ରେ ସହଯୋଗ କରିଛି l ଅନ୍ୟପଟେ ମହିଳା ଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ଅଭିଯୋଗ ଆଣି ଗୁରତ୍ୱ ର ସହ ତଦନ୍ତ କରିବାକୁ ଆଜି ସୋମବାର ଅପରାହ୍ନ ୫ ଟା ରେ ପୋଲିସ ନିକଟରେ ଅନୁରୋଧ କରିଛନ୍ତି l